pratilipi-logo Pratilipi
English

ଦେଖିଥିଲା ଏ ଆଖି ତୁମକୁ ପ୍ରଥମ ଥର। ତୁମର ସେ କଥାକୁହା ଆଖି ଆଉ  ଥରିଲା ଓଠ ଚହଲେଇ ଦେଇଥିଲା ହୃଦତନ୍ତ୍ରୀ ମୋର। ଘର କରି ନେଲ ମୋ ମନରେ , ଅସୁମାରୀ ସ୍ବପ୍ନ ଦେଇଗଲ ଆଖିରେ। ଭଲପାଇଥିଲି ପାଉଛି ପାଉଥିବି ଜନ୍ମ ଜନ୍ମରେ ...