pratilipi-logo Pratilipi
English

ତୁମେ ଆସିବା ପରେ....

5
97
କବିତା ସଂଗ୍ରହପ୍ରେମ

ତୁମେ ଆସିବା ପରେ .... ଜୀବନରେ ମୋର ଯେବେ ତୁ ଆସି ଵସାରେ ରହିଲୁ ମୋର               ।। ଧିରେ ଧିରେ ମୁଁ ଭୁଲିଲି ଦୁଃଖଭରା ଅତୀତକୁ ମୋର          ।। ସପନରେ ମୋର ଆସି ତୁ ମନରେ କରିଲୁ ଘର    ...

Read now
About
author
G Santoshi

Currently I am working as an officer in a public sector bank.I think your own passion is the greatest motivation.It is not possible for me to write everyday but whenever I get time I do to write stories or poems.I love Odia stories and poems and also love to write.

Reviews
  • author
    Your Rating

  • REVIEWS
  • author
    31 अगस्त 2021
    ଜୀବନର ଚଲାପଥ ଦୁଃଖ, ସୁଖ ଓ ଅନ୍ବେଷାର ଏକ ଇସ୍ତାହାର । ଜୀବନରେ ସେତେବେଳେ ପୂର୍ଣ୍ଣତା ଅ।ସେ ଯେବେ କେହି ସାଥୀ ହୃଦୟରେ ଘର କରି ସଂସାର ଯାତ୍ରାରେ ଭାଗୀ ହୁଏ। ସ୍ବତଃ ଭୁଲି ହୋଇଯାଏ ଦୁଃଖଭରା ଅତୀତ। ସାରସ୍ବତ ଭାବଭୂମିରେ ସଂସାରୀ ଜୀବନରେ ପ୍ରେମ, ଭାବାବେଗ ଓ ଅ।ତ୍ମ ଅନ୍ବେଷାର ମଞ୍ଜୁଳ ଛବି ଅ।ଙ୍କି ସେଥିରେ ଅନିନ୍ଦ୍ୟ କାନ୍ତି ଭରିଦେଇଛି କବିତା " ତୁମେ ଅ।ସିବା ପରେ"। ଅ।ତ୍ମଚେତନାରେ ବିଭୋର ଭାବ କବିତାକୁ କରିଛି ରସସିକ୍ତ, ପ୍ରାଣୋଚ୍ଛ୍ବଳ। ସାର୍ଥକ, ମନ୍ମୟ ସୃଜନ।
  • author
    Smt.Bimala Singh
    11 मई 2020
    ନୂଆ ନୂଆ ଲେଖା ପଢିବାକୁ ତୁମ ଅନେଇ ରହିଥାଏ ଏ ଅମାନିଆ ମନ
  • author
    Smruti ranjan
    11 मई 2020
    dhire dhire mu sajili aapanka kabita ra fan follower. 🤩🤩